ସ୍ୱାଗତ “Mr Chandan ” YouTube Channel କୁ! 🙏 ଏହି ଚ୍ୟାନେଲ୍ରେ ଓଡ଼ିଶାର ଜମିଜମା ସମ୍ବନ୍ଧୀୟ ନିୟମ, ଅଧିକାର ଓ ଆବଶ୍ୟକୀୟ ସୂଚନାକୁ ସରଳ ଓ ସହଜ ଭାଷାରେ ବୁଝାଇବା ଆମର ଉଦ୍ଦେଶ୍ୟ। ଏଠାରେ ଆପଣ ପାଇବେ— 🏡 ଜମି କିଣାବିକା ଓ ରେଜିଷ୍ଟ୍ରେସନ୍ ସମ୍ବନ୍ଧୀୟ ସୂଚନା 📜 ଜମିର ରେକର୍ଡ, ଖତିଆନ ଓ ପଟ୍ଟା ସମ୍ବନ୍ଧୀୟ ତଥ୍ୟ ⚖️ ଜମି ସମ୍ବନ୍ଧୀୟ ନିୟମ ଓ ଆଇନ 🔄 ନାମଜାରି (Mutation) ଓ ଜମି ରେକର୍ଡ ସମ୍ବନ୍ଧୀୟ ସୂଚନା 🏠 ଘରବାଡ଼ି ଓ ସମ୍ପତ୍ତି ସମ୍ବନ୍ଧୀୟ ଅଧିକାର ⚠️ ଜମି ବିବାଦ ଓ ସାଧାରଣ ସମସ୍ୟା ସମ୍ବନ୍ଧୀୟ ସଚେତନତା 🕢 ନୂଆ ଭିଡିଓ: ସନ୍ଧ୍ୟା ୪:୩୦ — ମଙ୍ଗଳବାର, ଗୁରୁବାର, ଶନିବାର ଓ ରବିବାର 👉For any querries and For Businesses💼👔👖 and Sponshership 👇: Email - mrchandanbarikbusiness@gmail.com ⚠️ Disclaimer: ମୁଁ ଜଣେ ଆଇନଜୀବୀ (Lawyer) ନୁହେଁ। ଜମି ଓ ଆଇନ ସମ୍ବନ୍ଧୀୟ ବିଷୟରେ ମୋର ଆଗ୍ରହ ଏବଂ କିଛି ଜ୍ଞାନ ଆଧାରରେ ଏହି ଭିଡିଓଗୁଡ଼ିକ ତିଆରି କରେ। ଏହି ଚ୍ୟାନେଲ୍ର ସୂଚନାକୁ ବ୍ୟକ୍ତିଗତ ଆଇନଗତ ପରାମର୍ଶ (Legal Advice) ଭାବେ ଗ୍ରହଣ କରନ୍ତୁ ନାହିଁ। ନିଜ ମାମଲା ପାଇଁ ଯୋଗ୍ୟ ଆଇନଜୀବୀ କିମ୍ବା ସମ୍ପୃକ୍ତ ସରକାରୀ କାର୍ଯ୍ୟାଳୟର ପରାମର୍ଶ ନିଅନ୍ତୁ। ଜାଣନ୍ତୁ • ସଚେତନ ହୁଅନ୍ତୁ • ନିଜ ଅଧିକାର ଜାଣନ୍ତୁ 🇮🇳
- Mr
- Chandan
- Barik
- chandn
- Chandu
- Odisha
- land
- Jami
Compare Mr Chandan with another channel
Subscribers, views, growth and estimated earnings, side by side.
Compare Mr Chandan with another channel
Put subscribers, views, growth and estimated earnings side by side with any YouTube channel.
Opens in the Nexlev dashboard.
Top India channels near Mr Chandan
Mr Chandan is #32,738 in India by subscribers, among the top YouTube channels Nexlev tracks.
More free YouTube tools
Free to use, from Nexlev.
- Compare ChannelsSubscribers, views, growth and earnings side by side.
- Similar ChannelsChannels with similar content and audience.
- YouTube Money CalculatorEstimated ad earnings and RPM, with a calculator.
- Channel Monetization CheckerSee whether any YouTube channel is monetized.
- Audience PredictorEstimated gender, age and top countries of any channel.
- Video Monetization CheckerSee whether any YouTube video is monetized.
- Thumbnail DownloaderAny video's thumbnail in every size, as JPG or WebP.
- Thumbnail SearchFind YouTube thumbnails like an image, a video or an idea.
Get 40+ research tools on every YouTube page with the Nexlev Chrome Extension
Try for free now